Home Oriya Odia Dictionary

Download Oriya Odia Dictionary APP

Forbidden Oriya Odia Meaning

ନିଷିଦ୍ଧ, ବର୍ଜିତ, ମନା କରାଯାଇଥିବା

Definition

ଯାହା ତ୍ୟାଗ କରିବା ବା ଦୂରେଇଦେବାର ଯୋଗ୍ୟ
ଯାହାକୁ ନିଷେଧ କରାଯାଇଛି
ଯାହା ଇସଲାମ୍ ଧର୍ମଶାସ୍ତ୍ରରେ ବର୍ଜିତ ବା ତ୍ୟଜ୍ୟ
ରାଜାଜ୍ଞାରେ ଗିରଫ ହୋଇଥିବା ପ୍ରତିବାଦୀ

Example

ଚୋରୀ, ଧୂର୍ତତାଆଦି ତ୍ୟାଜ୍ୟ କର୍ମ
ଆପଣ ନିଷିଦ୍ଧ କାର୍ଯ୍ୟ ହିଁ କାହିଁକି କରନ୍ତି
ଇସଲାମ୍ ଧର୍ମରେ ଘୁଷୁରି ମାଂସ ଖାଇବା ନିଷିଦ୍ଧ
ବିଦ୍ରୋହୀ ଉପରେ କଡା ନଜର ରଖା ଯାଉଛି