Home Oriya Odia Dictionary

Download Oriya Odia Dictionary APP

Foreboding Oriya Odia Meaning

ଅଲକ୍ଷଣ, ଅଶୁଭ, ଅଶୁଭ ଲକ୍ଷଣ, କୁଲକ୍ଷଣ

Definition

ଖରାପ ବା ନିନ୍ଦନୀୟ ଚରିତ୍ରର
ଅଶୁଭ ବା ଖରାପ ଲକ୍ଷଣ
ଚିହ୍ନ ଅବା ସଂକେତର ଅଭାବ
ଯାହାପାଖରେ ଅଶୁଭ ବା ଖରାପ ଲକ୍ଷଣ ଥାଏ ବା ଖରାପ ଲକ୍ଷଣ ଥିବା ଲୋକ

Example

ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ
ଲକ୍ଷଣହୀନ ରୋଗର ନିବାରଣ କିପରି ହେବ ?
ଏହା କୌଣସି କୁଲକ୍ଷଣ ସ୍ତିତି ନୁହେଁ