Home Oriya Odia Dictionary

Download Oriya Odia Dictionary APP

Foreign Mission Oriya Odia Meaning

ମିଶନ

Definition

ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
କୌଣସି ଧର୍ମ ବା ରୀତିର ପ୍ରଚାର କରୁଥିବା ସଂସ୍ଥା
ଖ୍ରୀଷ୍ଟଧର୍ମର ପ୍ରଚାର କରୁଥିବା ସଂସ୍ଥା
ଏକ ବିଶିଷ୍ଟ କାର୍ଯ୍ୟପାଇଁ କୌଣସି ସ୍ଥାନକୁ ପଠାଯାଉଥିବା ଲୋକମାନଙ୍କର ଗୋଷ୍ଠୀ

Example

ମିଶନର ନୀତିଦ୍ୱାରା ପ୍ରଭାବିତ ହୋଇ ସେ ଖ୍ରୀଷ୍ଟଧର୍ମ ଗ୍ରହଣ କଲା
ମିଶନ ତାର ଉଦ୍ଦେଶ୍ୟରେ ସଫଳ ହୋଇଛି