Home Oriya Odia Dictionary

Download Oriya Odia Dictionary APP

Foreigner Oriya Odia Meaning

ପର, ପରଦେଶୀ, ବିଦେଶୀ

Definition

ଏହାକୁ ଛାଡ଼ି ଅନ୍ୟ କୌଣସି ବା ଅନ୍ୟଜଣେ
ନିଜ କୁଟୁମ୍ବ ବା ସମାଜ ବାହାରର ବ୍ୟକ୍ତି
ଅନ୍ୟର ବା ଅନ୍ୟ ସହିତ ସମ୍ବନ୍ଧିତ
ଅନ୍ୟ ଦେଶରେ ରହୁଥିବା ଲୋକ
ବିଦେଶର ବାସିନ୍ଦା
ଯାହା ଅନ୍ୟ ଦେଶସହିତ ସମ୍ବନ୍ଧିତ ବା

Example

ପରଲୋକଙ୍କର ବି ଆଦର କରିବା ଆବଶ୍ୟକ
ପ୍ରତିଦିନ ଭାରତକୁ କେତେକ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି
ଆମ୍ଭେମାନେ ଆମଦେଶକୁ ଆସୁଥିବା ବିଦେଶୀମାନଙ୍କୁ ସମ୍ମାନ କରିବା ଉଚିତ୍‌
ଏହି ବଜାରରେ ପ୍ରାୟ ସବ