Home Oriya Odia Dictionary

Download Oriya Odia Dictionary APP

Founder Oriya Odia Meaning

ଗଳିପଡିବା, ଜନକ, ଜନ୍ମଦାତା, ଟଳିପଡିବା, ପିତା , ଭୁଷୁଡି ପଡିବା

Definition

ଯେ କୌଣସି କାମ ପ୍ରଚଳନ ବା ଆରମ୍ଭ କରନ୍ତି
କୌଣସି ସଭା, ସମାଜ ବା ସର୍ବସାଧାରଣଙ୍କପାଇଁ ଉପଯୋଗୀ କାର୍ଯ୍ୟ ଆରମ୍ଭ କରିଥିବା ବ୍ୟକ୍ତି
ଜନ୍ମ ଦେଇଥିବା ପୁରୁଷ
ସେହି ବ୍ୟକ୍ତି ଯାହାଙ୍କଦ୍ୱାରା

Example

ମହାବୀର ଜୈନ ଧର୍ମର ପ୍ରବର୍ତ୍ତକ ଥିଲେ
ଓ.ଏ.ହ୍ୟୁମ୍‌ କଂଗ୍ରେସର ପ୍ରତିଷ୍ଠାତା ଥିଲେ
ମୋର ବାପା ଜଣେ ଅଧ୍ୟାପକ
ଜନକ ଜଣେ ବହୁତ ଜ୍ଞାନୀ ରାଜା ଥିଲେ
ଛାଞ୍ଚମିସ୍ତ୍ରୀ ବାସନ,ମୂର୍ତ୍ତି ଆଦି ଛାଞ୍ଚରେ ଢାଳୁଛି