Home Oriya Odia Dictionary

Download Oriya Odia Dictionary APP

Fountain Pen Oriya Odia Meaning

କାଳୀକଲମ, ପରକଲମ, ସ୍ୟାହିକଲମ

Definition

କାଳି ସହାଯ୍ୟରେ କାଗଜଆଦି ଉପରେ ଲେଖିବାର ଉପକରଣ
ଯେଉଁ ଅସ୍ତ୍ରରେ ସୂକ୍ଷ୍ମ ଜିନିଷ କଟାଯାଏ ବା ଖୋଦେଇ ହୁଏ
ବୃକ୍ଷର ସେହି ଶାଖା ଯାହା ଅନ୍ୟ ଜାଗାରେ ପୋତିବା ବା ଅନ୍ୟ ଗଛରେ ଯୋଡ଼ିବା ନିମନ୍ତେ କଟାଯାଏ
ଚିତ୍ରକାର

Example

ସେ କଲମଦ୍ୱାରା ଶଙ୍ଖମଲମଲ ଉପରେ ରାମଙ୍କ ଚିତ୍ର ତିଆରି କରୁଛି
କଲମ ଉପାୟରେ ତିଆରି କରାଯାଇଥିବା ଗଛର ଫଳ ସ୍ୱାଦିଷ୍ଟ ଏବଂ ବଡ଼ ହୋଇଥାଏ
ସେ ତୂଳିରେ ଚିତ୍ରକୁ ରଙ୍ଗ କରୁଛି
ଆଜିକାଲି ଝରକଲମ ଅପେକ୍ଷା ଡଟ୍‌ପେନ୍‌ର ବ୍ୟବହାର