Home Oriya Odia Dictionary

Download Oriya Odia Dictionary APP

Fraction Oriya Odia Meaning

ଭଗ୍ନାଂଶ

Definition

ଗଣିତରେ ଏକକରୁ କମ ବା ଏହାର କୌଣସି ଭାଗକୁ ସୂଚିତ କରୁଥିବା କୌଣସି ସଂଖ୍ୟା
ଗଣିତ ଅନ୍ତର୍ଗତ ଭିନ୍ନ ସଂଖ୍ୟାର ଉପର ସଂଖ୍ୟା ଯାହା ହରର ଭାଗ ଦର୍ଶାଇଥାଏ
ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ

Example

ଆଜି ଅଧ୍ୟାପକ ଘରେ କରିବାପାଇଁ ଭିନ୍ନ ସଂଖ୍ୟା ସମ୍ବଳିତ ପ୍ରଶ୍ନ ଦେଇଛନ୍ତି
ଆଜି ଗଣିତ ପିରିୟଡ଼୍‌ରେ ଗୁରୁଜୀ ଲବ ଓ ହର ସମ୍ବନ୍ଧୀ ପାଠ ବୁଝାଇଲେ
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତ