Home Oriya Odia Dictionary

Download Oriya Odia Dictionary APP

Frame Oriya Odia Meaning

ଚୌକାଠ, ଢାଞ୍ଚା, ଫ୍ରେମ୍, ବନ୍ଧାଇବା, ବନ୍ଧେଇ କରାଇବା

Definition

ମନୁଷ୍ୟ ଜୀବନରେ ଅଲଗା ଅଲଗା ଗ୍ରହମାନଙ୍କର ନିଶ୍ଚିତ ଭୋଗକାଳ
କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
ଶରୀର ଭିତରେ ଥିବା ହାଡ଼ର ଢାଞ୍ଚା
କାଠ, ବାଉଁଶଆଦିରେ ନିର୍ମିତ ଗଢ଼ଣ ବା ପଟା ଯାହା

Example

ଏବେ ମୋର ଗ୍ରହଦଶା ବହୁତ ଭଲଚାଲିଛି
ସେ ଏତେ ଦୁର୍ବଳ ଯେ ତାର ପଞ୍ଜରାହାଡ଼ ଦେଖାଯାଉଛି
ତାର କୋକେଇ ଉଠିଲାରୁ ସମସ୍ତେ କାନ୍ଦିବାକୁ ଲାଗିଲେ
ଏହି ଚିତ୍ରକୁ ଚୌକାଠରେ ଜଡ଼ାଇ ଦିଅ
ସେ ଭଗବାନଙ୍କ ଚିତ୍ରକୁ କାଠ ଫ୍ରେମରେ ଲଗାଇଲେ
କୌଣସି କାମ