Frontier Oriya Odia Meaning
ସୀମାନ୍ତ, ସୀମାନ୍ତ କ୍ଷେତ୍ର
Definition
ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
କୌଣସି ପ୍ରଦେଶ ବା ବସ୍ତୁର ଚାରିଆଡ଼େ ବିସ୍ତାରରେ ଶେଷ ରେଖା ବା ସ୍ଥାନ
କୌଣସି ଦେଶର ଆବାଦୀ ବା ସ୍ଥାପିତ କ୍ଷେତ୍ରର ସୀମା ଭିତରେ ଥିବା ନିର୍ଜନ
Example
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
ଭାରତୀୟ ସୀମାରେ ଜବାନମାନେ ଠିଆ ହୋଇଛନ୍ତି
ଏହି ସୀମାନ୍ତ କ୍ଷେତ୍ରରେ ପ୍ରବେଶ ପରିତ୍ୟକ୍ତ
ଏଠାର ଆନ୍ତରାଷ୍ଟ୍ରୀୟ ସୀମା ଗୋଟିଏ ବଣ୍ୟ କ୍ଷେତ୍ରରୂପେ ରହିଛି
ସୈନ୍ୟମାନେ ଶତ୍ରୁସେନାକୁ ସୀମା ପାରିକୁ ତଡି ଦେଲେ
Porter in Oriya OdiaServiceman in Oriya OdiaYugoslavian in Oriya OdiaLittle in Oriya OdiaWing in Oriya OdiaPromptitude in Oriya OdiaSquare in Oriya OdiaUnanimous in Oriya OdiaSpew in Oriya OdiaLowly in Oriya OdiaIrritation in Oriya OdiaCholera in Oriya OdiaSmash in Oriya OdiaSuffer in Oriya OdiaReproach in Oriya OdiaEgotistical in Oriya OdiaReaction in Oriya OdiaAssured in Oriya OdiaEnthronement in Oriya OdiaScrap in Oriya Odia