Home Oriya Odia Dictionary

Download Oriya Odia Dictionary APP

Fruit Oriya Odia Meaning

ଫଳନ୍ତି ହେବା, ଫଳିବା

Definition

ଗଛରେ ହେଉଥିବା ମାଂସାଳ ଓ ମଞ୍ଜି ଯୁକ୍ତ ବିଜକୋଷ ଯାହା କୌଣସି ବିଶିଷ୍ଟ ଋତୁରେ ଫୁଲ ଆସିବା ପରେ ଉତ୍ପନ୍ନ ହୋଇଥାଏ
କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା
ବେପାର, କାମଆଦିରେ ହେଉଥିବା ଲାଭ
ଔଷଧ ଏବଂ ମସଲା କାମ

Example

ସେ ଫଳ ଦୋକାନରୁ ଏକ କିଲୋ ଆମ୍ବ କିଣିଲା
ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା
ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା / ମିଛ କହି ମୋର କି ଲାଭ ହେବ
କାଶ ହେଲେ ଜାଇଫଳକୁ ଘୋରି ପିଲାମାନଙ୍କୁ ପିଆଇ ଦିଆଯାଏ
ଔଷଧ