Home Oriya Odia Dictionary

Download Oriya Odia Dictionary APP

Frustration Oriya Odia Meaning

କୁଣ୍ଠାଗ୍ରସ୍ତ

Definition

ଆଶାର ଅଭାବ
ବିଫଳତା କାରଣରୁ ହେଉଥିବା ଘୋର ନିରାଶା
ଥନ୍ତରା ଅବସ୍ଥା ବା ଭାବ

Example

ଯଦି ନୈରାଶ୍ୟ ମନରେ ବସାବାନ୍ଧେ ତାହାହେଲେ ସଫଳତା ପ୍ରାପ୍ତି କଠିନ
ବାରମ୍ବାର ପରୀକ୍ଷାରେ ଅସଫଳ ହେବା କାରଣରୁ ସେ କୁଣ୍ଠାରେ ଗ୍ରସ୍ତ ହୋଇଗଲେଣି
ଶାଣ କରେଇବା ପରେ ବି ଛୁରୀର ଥନ୍ତରାପଣ ଗଲାନାହିଁ