Home Oriya Odia Dictionary

Download Oriya Odia Dictionary APP

Full Moon Oriya Odia Meaning

ପୂର୍ଣ୍ଣଚନ୍ଦ୍ର, ପୂର୍ଣ୍ଣେନ୍ଦୁ

Definition

ଚାନ୍ଦ୍ର ମାସର ଶୁକ୍ଳ ପକ୍ଷର ଶେଷ ତିଥି ଯେଉଁଥିରେ ଚନ୍ଦ୍ରମା ନିଜର ସବୁ କଳା ଯୁକ୍ତ ହୋଇ ସପୂର୍ଣ୍ଣ ଦୃଶ୍ୟ ହୁଏ
ଚନ୍ଦ୍ରର ଛିଦ୍ରହୀନ ପୂର୍ଣ୍ଣ ରୂପ
ଜଣେ ସୃଷ୍ଟିନାଶକ ହିନ୍ଦୁ ଦ

Example

ପୂର୍ଣ୍ଣିମାର ଜହ୍ନ ଖୁବ୍‌ ଆକର୍ଷକ
ଜହ୍ନରାତିରେ ପାଣିରେ ପଡ଼ିଥିବା ପୂର୍ଣ୍ଣଚନ୍ଦ୍ରର ପ୍ରତିବିମ୍ବ ବେଶ୍‌ ମନମୋହକ
ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
ପୂର୍ଣ୍ଣିମା କଶ୍ୟପଙ୍କ ଛୋଟ ଭାଇ ଥିଲେ