Home Oriya Odia Dictionary

Download Oriya Odia Dictionary APP

Full Point Oriya Odia Meaning

ପୂର୍ଣ୍ଣଛେଦ, ପୂର୍ଣ୍ଣଛେଦ ଚିହ୍ନ, ପୂର୍ଣ୍ଣବିରାମ, ପୂର୍ଣ୍ଣବିରାମ ଚିହ୍ନ

Definition

ଲେଖାଆଦିରେ ସେହି ବିରାମ ଚିହ୍ନ ଯାହା କୌଣସି ବାକ୍ୟର ସମାପ୍ତିରେ ତା’ ଶେଷରେ ଲଗାଯାଇଥାଏ
ପଇସାର ତିନିଭାଗରୁ ଏକଭାଗ ମୂଲ୍ୟର ଏକ ଛୋଟ ମୁଦ୍ରା
ଘୁଣ ଭଳି ଧାନକୁ ଖାଇ ଯାଉଥିବା ଏକ ଛୋଟ ପୋକ
କୌଣସି ଅଙ୍କର ଏକକର ଚଉଠ ଭାଗକୁ ଦର୍ଶାଉ ଥିବା ସିଧା ରେଖା

Example

ଆଜିକାଲି ହିନ୍ଦୀ ଲେଖାରେ ପୂର୍ଣ୍ଣଚ୍ଛେଦ (୤) ଜାଗାରେ ବିନ୍ଦୁ(.) ଲଗାଯାଉଛି
ଆଜିକାଲି ପାହୁଲାର ପ୍ରଚଳନ ଶେଷ ହୋଇଯାଇଛି
ଧାନରେ ପାଈପୋକ ଲାଗିଯାଇଛି
କୌଣସି ସଂଖ୍ୟାର ସମସ୍ତ ଭାଗ ଦେଖେଇବାପାଇଁ ସେହି ସଂଖ୍ୟାର ଆଗରେ ଏକ ପାହି ଲଗାଇ ଦିଅନ୍ତି