Home Oriya Odia Dictionary

Download Oriya Odia Dictionary APP

Funnel Oriya Odia Meaning

କାହାଳୀ, ଚୁଙ୍ଗା, ନଳୀ

Definition

ଯେଉଁ ଉପକରଣକୁ ପାତ୍ର ମୁହଁରେ ରଖିକରି କୌଣସି ତରଳ ପଦାର୍ଥ ଢଳାଯାଏ

Example

ତେଲ ତଳେ ଢାଳି ନହେବାପାଇଁ ସେ ଡବାମୁହଁରେ କାହାଳୀ ଲଗାଇଲା