Home Oriya Odia Dictionary

Download Oriya Odia Dictionary APP

Fuse Oriya Odia Meaning

ମିଶିବା

Definition

ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା
ନିଜ ପକ୍ଷରେ କରିବା
ଗରମରୁ କୌଣସି ବସ୍ତୁ କ୍ଷୟହୋଇ ପାଣିଭଳି ହୋଇଯିବା
ବନ୍ଧୁକ ବା ତୋପର ରଞ୍ଜକରେ ନିଆଁ ଲଗାଇବାର ବତୀ

Example

ଓକିଲ ବିରୋଧୀ ଦଳର ସାକ୍ଷୀକୁ ନିଜ ପକ୍ଷରେ ମିଶାଇ ଦେଲା
ବରଫକୁ ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ରଖିଲେ ତରଳି ଯାଏ
ଆଗ କାଳରେ ବନ୍ଧୁକରେ ତୋଡ଼ା ଲଗାଇ ଛଡ଼ାଯାଉଥିଲା
ଆମେ ସରବତ୍‌ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
ବିବାହ ଦୁଇ ପରିବାରକୁ ଯୋଡ଼େ
ସେ ମହମ ତରଳା