Home Oriya Odia Dictionary

Download Oriya Odia Dictionary APP

Gabble Oriya Odia Meaning

ଅଦରକରୀକଥା, ଅଯଥା କଥା କହିବା, ଅଯଥାକଥା, ଅଲୋଡାକଥା, ଅସାରକଥା, ଆଜେବାଜେକଥା, ଆଡୁସାଡୁ କଥା, ବକ୍‌ ବକ୍‌ ହେବା, ବକ୍‌ବକ୍‌ କରିବା, ବେକାରକଥା

Definition

ପାଗଳଙ୍କ ପରି ଅଯଥା କଥା କହିବା
ଅଯଥା କଥାବାର୍ତ୍ତା
ନିଦ ବା ଅଚେତରେ କଥାବାର୍ତ୍ତା କରିବା
ନିଦରେ ବା ବେହୋସ ଅବସ୍ଥାରେ କହିବାର ପ୍ରକ୍ରିୟା

Example

ଭୀଷଣ ଜ୍ୱର କାରଣରୁ ସେ ପ୍ରଳାପ କରୁଛି
ଏଠି ବକ୍‌ବକ୍‌ ହୁଅନାହିଁ
ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି
ଅପାର ବିଳିବିଳେଇବା ଶୁଣି ମୁଁ ଡରିଗଲି