Home Oriya Odia Dictionary

Download Oriya Odia Dictionary APP

Ganja Oriya Odia Meaning

ଗଞ୍ଜେଇ, ଚରସ

Definition

ଭାଙ୍ଗ ଭଳି ଏକ ଛୋଟ ଗଛ ଯାହାର କଲିକୁ ନିଶା ହେବା ପାଇଁ ଧୂଆଁ କରି ଟଣାଯାଏ
ଏକ ଛୋଟ ଗଛର କଲି, ପତ୍ରଆଦି ଯାହା ନିଶା ନିମନ୍ତେ ଚିଲମଦ୍ୱାରା ଟଣାଯାଏ

Example

ସେ ନିଜ ଖେତରେ ଗଞ୍ଜେଇ ଲଗେଇଛି
ଗଞ୍ଜେଇ ଟାଣିବା ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ