Home Oriya Odia Dictionary

Download Oriya Odia Dictionary APP

Gather Up Oriya Odia Meaning

ଉଠେଇବା

Definition

ଏଣେ ତେଣେ ଫିଙ୍ଗା ଫୋପଡ଼ା ହୋଇଥିବା ବସ୍ତୁଗୁଡ଼ିକୁ ଏକାଠି କରିବା
ସଂଚିତ ବା ଏକତ୍ରିତ କରିବା

Example

କୃଷକ ଏଣେ ତେଣେ ବିଛେଇ ହୋଇଥିବା ଶସ୍ୟକୁ ଗଦାଉଛି
ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି