Home Oriya Odia Dictionary

Download Oriya Odia Dictionary APP

Gathered Oriya Odia Meaning

ଏକତ୍ର, ଏକତ୍ରିତ, ଜମା

Definition

ଏକ ରୁ ଅଧିକ ସଂଖ୍ୟାକୁ ମିଶାଇବା କ୍ରିୟା
ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
କାହାରି ପାଖରେ ଥିବା ଅସଲ ଧନ କିମ୍ବା ଲାଭ ଆଦିପାଇଁ ବେପାରରେ ଲଗାଯାଉଥିବା ଧନ
ସମୂହ ରୂପରେ ବା

Example

ସବୁ ସଂଖ୍ୟାର ମିଶାଣ ଫଳ କେତେ ?
ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
ଧନ-ଦୌଲତର