Home Oriya Odia Dictionary

Download Oriya Odia Dictionary APP

Genetic Oriya Odia Meaning

ଆନୁବଂଶିକ, ଜୀନୀୟ, ପୈତୃକ, ବଂଶଗତ, ବଂଶାନୁକ୍ରମିକ

Definition

ଯେ କୌଣସି ବଂଶର ସମକକ୍ଷ ହୋଇଆସୁ ଥିବା ଏବଂ ଆଗକୁ ଏହି ବଂଶ ସହିତ ରହିବାର ସମ୍ଭବନା ଥିବା
ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା
ପିତାଙ୍କ ସମ୍ବନ୍ଧୀୟ
ଜୀନ୍‌ ସମ୍ବନ୍ଧିତ

Example

ସେ ବଂଶଗତ ରୋଗରେ ପୀଡ଼ିତ ଅଛନ୍ତି
ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା
ସେମାନେ ପୈତୃକ ସମ୍ପତ୍ତି ବାଣ୍ଟିବାପାଇଁ ଝଗଡ଼ା କରୁଥିଲେ
ଉତ୍ପରିବର୍ତ୍ତୀ ଜୀବମାନଙ୍କ ମଧ୍ୟରେ ଜୀନୀୟ ଉତ୍ପରିବର୍ତ୍ତନ ହୋଇସାରିଥାଏ