Home Oriya Odia Dictionary

Download Oriya Odia Dictionary APP

Gentleness Oriya Odia Meaning

ବିନମ୍ରଭାବ, ଶୀଳଭାବ, ସୁଶୀଳତା

Definition

ସଜ୍ଜନ ହେବା ଭାବ
ଦ୍ୱେଷ ବା ବୈର ନହେବାର ଅବସ୍ଥା ବା ଭାବ
ଭଲ ସ୍ୱଭାବ ଓ ଆଚରଣର ଭାବ
ଶିଷ୍ଟପୂର୍ଣ୍ଣ ବ୍ୟବହାର

Example

ସଜ୍ଜନତା ଏକ ବିଶେଷ ଗୁଣ
ଯେଉଁ ସମାଜରେ ଦ୍ୱେଷହୀନତା ଅଛି, ତାହା ବିକାଶ ପଥରେ ଅଗ୍ରସର ହୋଇଥାଏ
ସୁଶୀଳତା ସ୍ତ୍ରୀ ଲୋକମାନଙ୍କର ଅଳଙ୍କାର
ମହାତ୍ମାଙ୍କ ସୌଜନ୍ୟରୁ ଆମକୁ ଏହି ସତ୍ ସଙ୍ଗର ଲାଭ ମିଳିଲା