Home Oriya Odia Dictionary

Download Oriya Odia Dictionary APP

Gesture Oriya Odia Meaning

ଇଙ୍ଗିତ କରିବା, ଇସାରା କରିବା, ଠାର ମାରିବା, ସଙ୍କେତ କରିବା, ସଙ୍କେତ ଦେବା

Definition

ଅଙ୍ଗୁଳିଦ୍ୱାରା କରାଯାଇଥିବା ସଙ୍କେତ
ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା
କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
ଯାହା କୌଣସି କଥା ବା ବସ

Example

ହରିଶ୍ଚନ୍ଦ୍ର ଅଙ୍ଗୁଳି ସଙ୍କେତରେ ମୋତେ ଡାକୁଛନ୍ତି
ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
ତା’ର ବ୍ୟବହାର ଭଲ ନୁହେଁ
ସହଯାତ୍ରୀଙ୍କ ହାବଭାବ ଦେଖି ଆମେ ସତର୍କ ହୋଇଗଲୁ