Home Oriya Odia Dictionary

Download Oriya Odia Dictionary APP

Get Across Oriya Odia Meaning

ଥୟକରିବା, ନିର୍ଦ୍ଦିଷ୍ଟ କରିବା, ନିଶ୍ଚିତ କରିବା, ସ୍ଥିରକରିବା

Definition

ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା
କାହାର ମତ, ବିଚାର ବା କଥନକୁ ଭୁଲ୍‌ ସାବ୍ୟସ୍ତ କରିବା
ଦାନ୍ତଆଦିରେ କାଟିହୋଇ କ୍ଷତ ବା ଘା’ ହେବା
କୌଣସି ଲେଖାକୁ କଲମରେ କାଟିଦେବା
ଏକ ରେଖା କୌଣସି ଏକ

Example

ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
ସେ ମୋର କଥାକୁ ଖଣ୍ଡନ କଲା
ଶୋଇଲାବେଳେ ରାମକୁ ବହୁତ ମଶା କାମୁଡ଼ିଲେ
ଶିକ୍ଷକ ଭୁଲ ଉତ୍ତରକୁ କାଟିଦେଲେ
ରେଖା ଗଣିତର ଏହି ପ୍ରଶ୍ନରେ କ୍ଷୈତିଜ ରେଖାକୁ ଏକ ଲମ୍ବ ରେଖା ଠିକ୍‌ ମଝିରେ ଛେଦ କରୁଛି