Home Oriya Odia Dictionary

Download Oriya Odia Dictionary APP

Get Away Oriya Odia Meaning

ଖସି ପଳାଇବା, ପଳାୟନ କରିବା, ଫେରାର ହେବା, ରକ୍ଷା ପାଇବା, ସ୍ପଷ୍ଟଭାବେ ବଞ୍ଚିଯିବା

Definition

ଚଳୁଥିବା ବସ୍ତୁଆଦି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାପାଇଁ ଆରମ୍ଭ ହେବା
ଡ଼ର, ସୁରକ୍ଷା, ଜରୁରୀ ପରିସ୍ଥିତିକୁ ଅନୁମାନ ପୂର୍ବକ କୌଣସି ସ୍ଥାନଆଦିରୁ ଅନ୍ୟ ଏକ ସ୍ଥାନକୁ ଯିବା
କୌଣସି ପ୍ରାଣୀ, ବସ୍ତୁ ଆଦି ଏକ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା

Example

ଏହି ଟ୍ରେନ ଦଶଟାରେ ବାରଣାସୀପାଇଁ ପ୍ରସ୍ଥାନ କରିବ
ଗ୍ରାମର ଲୋକେ ଜୀବିକାର୍ଜନପାଇଁ ସହର ଆଡ଼କୁ ପଳାନ୍ତି
ମନ୍ତ୍ରୀ ମହୋଦୟ ଏବେ ଏଠାରୁ ପ୍ରସ୍ଥାନ କରିବେ
ସେ ଦୁଇ ଜଣ ବାହାହେବାପାଇଁ ଘରୁ ପଳେଇଲେ