Home Oriya Odia Dictionary

Download Oriya Odia Dictionary APP

Get Down Oriya Odia Meaning

ଆରମ୍ଭ କରିବା, ଉଠାଇବା, ଓହ୍ଲାଇବା, ଗିଳିବା, ବାହାର କରିବା, ହତୋତ୍ସାହିତ ହେବା

Definition

ଲୁପ୍ତ ହୋଇଯାଉଥିବା କୌଣସି ବସ୍ତୁର ସାମାନ୍ୟ ଅବଶେଷ
ଉପରୁ ତଳ ଆଡ଼କୁ ଆସିବା କ୍ରିୟା
ମନୁଷ୍ୟଆଦି ସଂସାରୀ ପ୍ରାଣୀମାନଙ୍କ ରୂପରେ ଦେବତାମାନେ ପୃଥିବୀକୁ ଆସିବା
କାନ୍ତି ମଳିନ ପଡ଼ିଯିବା
ଦର ଖସିବା ବା କମ୍ ହୋଇଯିବା
ରଙ୍ଗ, ଚମକ ଆଦି ଫିକା ପଡିବା

Example

ବର୍ଷା ହେଉନଥିବାରୁ ନଦୀରେ ପାଣି କମ୍‌ ହୋଇଯାଇଛି
ପାହାଡ଼ରୁ ଅବରୋହଣ କଲା ସମୟରେ ସାବଧାନ ରହିବା ଆବଶ୍ୟକ
ଖରାପ ଖବର ଶୁଣି ତା ଚେହେରା ମଉଳିଗଲା
ଆଜିକାଲି ସୁନାର ଦର କମିଯାଇଛି
ଜେଜେମା ଧୀରେ