Home Oriya Odia Dictionary

Download Oriya Odia Dictionary APP

Get On With Oriya Odia Meaning

ପଟିବା

Definition

ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
ମୂଲ୍ୟ ଆଦି ଠିକ୍ ହେବା ବା କଥା ସ୍ଥିର ହେବା
ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା
କୌଣସି

Example

ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
ନୂଆ ଘରର ମୂଲ୍ୟ କାଲି ଠିକ ହୋଇଗଲା
ଆରେ! ସାମ୍ନାର ଗାତଟି କେବେ ପୋତି ହେଲା
ମହୁଲ ଗଛ ତଳେ ମହୁଲ ଜମା ହୋଇଛି
କେନାଲରୁ ଏବେ ସବୁ ଜମିକୁ ପାଣି ମାଡ଼ୁଅଛି
ମୋର ବ୍ୟାଙ୍କର