Home Oriya Odia Dictionary

Download Oriya Odia Dictionary APP

Gibe Oriya Odia Meaning

ଆକ୍ଷେପ, କଟାକ୍ଷ, ବ୍ୟଙ୍ଗୋକ୍ତି

Definition

କାହାକୁ ଆକ୍ଷେପ କରିବା ପାଇଁ କୁହା ଯାଉଥିବା ବ୍ୟଙ୍ଗପୂର୍ଣ୍ଣ କଥା
କାହାକୁ ନିନ୍ଦିତ କରିବାପାଇଁ ହସିବା ବା ତାହାର ଖରାପ କରିବା କ୍ରିୟା
ମନକୁ ଆମୋଦିତ କଲାଭଳି କଥା ବା କାମ
କାହାରିକୁ ଚିଡ଼ାଇବା, ଦୁଃଖି କରିବା, ନୀଚଭାବେ ଦେଖିବାଆଦି ନିମନ୍ତେ

Example

ସେ କଥା କଥାରେ କଟାକ୍ଷ କରୁଛି
ତାହାର ଖୁବ୍‌ ହଇରାଣ ହେବା କାରଣରୁ ସେ ସବୁ ଜାଗାରେ ସମସ୍ତଙ୍କର ଉପହାସର ପାତ୍ର ହୋଇଗଲା
ଆଜିକାଲିର ନେତା ଜଣେ ଅନ୍ୟଜଣଙ୍କ ପ୍ରତି ବ୍ୟଙ୍ଗ କରିବାରେ ପଟୁ
ଲୁଗାରେ କେଉଁଠି କେଉ