Home Oriya Odia Dictionary

Download Oriya Odia Dictionary APP

Gift Oriya Odia Meaning

ଉପହାର, ଉପହାର ଦେବା, ଦାନ, ପ୍ରତିଭା, ପ୍ରଦାନ, ମେଧା

Definition

କୌଣସି ସମାରୋହରେ କିମ୍ବା କାହାକୁ ଦେଖାକରି ତାକୁ ଉପହାର ସ୍ୱରୂପ ଦିଆଯାଉଥିବା ବସ୍ତୁ
କାହାକୁ କିଛି ଜିନିଷ ଉପହାର ରୂପରେ ଦେବା
ରେଡ଼ିଓ, ଦୂରଦର୍ଶନଆଦିରେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କରାଯାଉଥିବା ସାକ୍ଷାତ ତଥା କଥାବାର୍ତ୍ତା

Example

ଜନ୍ମଦିନରେ ତାକୁ ବହୁତ ଉପହାର ମିଳେ
ରାମର ଜନ୍ମଦିନରେ ମୋତେ ଗୋଟିଏ ଭଲ ଉପହାର ଦେବାକୁ ପଡ଼ିବ
ଆଜି ଦୂରଦର୍ଶନରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ପ୍ରସାରଣ କରାଯିବ
ଆଜି ଜଣେ ଭଲ ମଣିଷସହ ଭେଟ ହେଲା
ବହୁତ