Home Oriya Odia Dictionary

Download Oriya Odia Dictionary APP

Gifted Oriya Odia Meaning

ଗୁଣବନ୍ତ, ଗୁଣବାନ୍, ଗୁଣଶାଳୀ, ଗୁଣୀ, ସଦ୍ଗୁଣୀ

Definition

ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ଯାହାଙ୍କଠାରେ ସଦ୍‌ଗୁଣ ଅଛି
ଯାହା ପାଖରେ ପ୍ରତିଭା ଅଛି
ଯେଉଁ କଳାକାରଙ୍କର ସିଦ୍ଧି ହୋଇଅଛି
କିଛି ପାଇବା ବା ନେବାର ଯୋଗ୍ୟ
ଯାହାଠାରେ ପ୍

Example

ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ଗୁଣବାନ୍‌ ବ୍ୟକ୍ତି ପ୍ରଶଂସାର ପାତ୍ର ହୋଇଥାଏ
ଶ୍ୟାମ ଜଣେ ପ୍ରତିଭାଶାଳୀ ବ୍ୟକ୍ତି
ସମାଜରେ ସିଦ୍ଧ କଳାକାରମାନଙ୍କର ଅଭାବ ନାହିଁ
ସେ ପୂଜା