Home Oriya Odia Dictionary

Download Oriya Odia Dictionary APP

Ginger Oriya Odia Meaning

ଅଦା, ଅଦ୍ରକ

Definition

ଔଷଧ ଓ ମସଲା ରୂପେ ବ୍ୟବହାର କରାଯାଉଥିବା ଯେଉଁ ଛୋଟ ଗଛର କଡ଼ା ଓ ରାଗୁଆ ସ୍ୱାଦଯୁକ୍ତ ମୂଳ ବା ଗଣ୍ଠି
ଶୁଖା ହୋଇଥିବା ଅଦା
ଏକ ପ୍ରକାର ଛୋଟ ଗଛର ତୀକ୍ଷଣ ଏବଂ ରାଗୁଆ ମୂଳ ବା ଗଣ୍ଠି

Example

ଅଦା ଦେହପାଇଁ ବହୁତ ଉପକାରୀ
ଶୁଣ୍ଠି ଖାଇବା ଦେହ ପ୍ରତି ହିତକର
ଅଦା ଔଷଧ ଏବଂ ମସଲା ରୂପରେ ବ୍ୟବହୃତ ହୁଏ