Home Oriya Odia Dictionary

Download Oriya Odia Dictionary APP

Girlfriend Oriya Odia Meaning

ବାନ୍ଧବୀ, ମହିଳା ବନ୍ଧୁ, ସଙ୍ଗିନୀ, ସହଚରୀ, ସାଥୀ

Definition

ଯେଉଁ ସ୍ତ୍ରୀକୁ ପ୍ରେମ କରାଯାଏ
ମହିଳା ମିତ୍ର
ସାହିତ୍ୟରେ ନାୟିକା ସହିତ ରହୁଥିବା ଯେଉଁ ସ୍ତ୍ରୀକୁ ନାୟିକା ନିଜ ମନର ସବୁ କଥା କହେ

Example

ଗୀତା ଆଜି ତା‌ ବାନ୍ଧବୀକୁ ଭେଟିବାପାଇଁ ଯାଉଛି
ରାଜକୁମାରୀ ନିଜ ସଖୀଙ୍କ ସହିତ ଉଦ୍ୟାନରେ ବାର୍ତ୍ତାଳାପ କରୁଥିଲେ
ସଖୀର ପ୍ରତ୍ୟେକ ପାଦରେ ଚଉଦଟି ମାତ୍ରା ଏବଂ ଶେଷରେ ଗୋଟିଏ ମଗଣ ଅବା ୟଗଣ ହୋଇଥାଏ