Home Oriya Odia Dictionary

Download Oriya Odia Dictionary APP

Give Back Oriya Odia Meaning

ଚୁକ୍ତି ହେବା

Definition

ଯିଏ ଦେଇଛି ପୁଣି ସେହିବ୍ୟକ୍ତିକୁ ଦେବା
ଆସିଥିବା ସ୍ଥାନରୁ ପୁଣି ସେଇ ସ୍ଥାନକୁ ଫେରିଆସିବା ପାଇଁ ପ୍ରବୃତ୍ତ କରିବା

Example

ଘର ତିଆରିପାଇଁ ମୁଁ ଯେଉଁ ଋଣ ଆଣିଥିଲି ତାକୁ ଏକବର୍ଷ ମଧ୍ୟରେ ଫେରେଇଦେଲି
ସହରକୁ ଯାଉଥିବା ମୋହନକୁ ତା ସ୍ତ୍ରୀ ଅଧା ରାସ୍ତାରୁ ଲେଉଟାଇଆଣିଲା