Home Oriya Odia Dictionary

Download Oriya Odia Dictionary APP

Glass Oriya Odia Meaning

କାଚ, ଗିଲାସ, ଗ୍ଲାସ

Definition

ଯେଉଁ କାଚରେ ମୁହଁଆଦି ଦେଖନ୍ତି
ଏକ ପାରଦର୍ଶକ ମିଶ୍ର ପଦାର୍ଥ
ଦୃଷ୍ଟିଦୋଷ ଦୂରକରିବା ନିମନ୍ତେ ଆଖିଉପରେ ପିନ୍ଧା ଯାଉଥିବା ଲେନ୍ସଲଗା ଉପକରଣ
ଦୂର ବସ୍ତୁଗୁଡ଼ିକୁ ପାଖ, ପରିଷ୍କାର ଏବଂ ବଡ଼ ଦେଖାଇବାର ଯନ୍ତ୍ର
ଯେଉଁ ଯନ୍ତ୍ରଦ୍ୱାରା ଦେଖିଲେ ଛୋଟ ଛୋଟ

Example

କେତେକ ଝିଅ ନିଜ ପର୍ସରେ ଦର୍ପଣ ରଖନ୍ତି
କାଚ ଗିଲାସ ପଡ଼ି ଭାଙ୍ଗିଗଲା
ମୋ ଚଷମାର ନମ୍ବର ବଢ଼ି ଗଲାଣି
ଆମେ ଦୂରବୀକ୍ଷଣ ଯନ୍ତ୍ରରେ ଦୂରର ବସ୍ତୁଗୁଡ଼ିକୁ ସ୍ପଷ୍ଟ ଦେଖିପାରିବୁ
ବୈଜ୍ଞାନିକ ପରୀକ୍ଷାଗାରରେ ଅଣୁବୀକ୍ଷଣ ଯନ୍ତ୍ରରେ ଏମିବାକୁ ଦେଖୁଛନ