Home Oriya Odia Dictionary

Download Oriya Odia Dictionary APP

Glimpse Oriya Odia Meaning

ଝଲକ

Definition

ବହୁତ ହାଲୁକା ସଂଯୋଗ ବା ଅବସ୍ଥା
ଯେଉଁ ଦୃଶ୍ୟ ଆଦି ବହୁତ କମ ସମୟପାଇଁ ଆଖିଆଗରେ ରହେ
କୌଣସି ବସ୍ତୁଆଦିର ଗୁଣଧର୍ମର ଅଂଶ

Example

ତା କବିତାରେ ଛାୟାବାଦର ଆଭାସ ମିଳେ
ଲୋକମାନେ ମହାତ୍ମାଜୀଙ୍କୁ ଏକ ଝଲକ ଦେଖିବାପାଇଁ ଆତୁର ଥିଲେ
ମଧ୍ୟପ୍ରଦେଶର ସାଗର ଖେଳ ପରିସରରେ ରବିବାର ଦିନ ବିଭିନ୍ନ ପ୍ରଦେଶର ଲୋକକଳାର ଝଲକ ଦେଖିବାକୁ ମିଳେ