Home Oriya Odia Dictionary

Download Oriya Odia Dictionary APP

Glory Oriya Odia Meaning

ଆଭାମଣ୍ଡଳ, ଆଲୋକମଣ୍ଡଳ, ପ୍ରଭାମଣ୍ଡଳ

Definition

ଧର୍ମଗ୍ରନ୍ଥରେ ସ୍ୱୀକାର କରାଯାଇଥିବା ସର୍ବୋଚ୍ଚ ସତ୍ତା ଯେ ସୃଷ୍ଟିର ଅଧିକାରୀ
ଖ୍ୟାତ ହେବାର ଅବସ୍ଥା ବା ଭାବ
ମହାନ୍‌ ହେବାର ଅବସ୍ଥା ବା ଭାବ
ମହତ୍ୱ ବଢ଼ିବାର ଭାବ
ଏକ ପ୍ରକାରର ପ୍ରକାଶ
ବହୁତ ହାଲୁକା ସଂଯୋଗ

Example

ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି
ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ
ଦେଶର ଗୌରବ ଦେଶବାସୀଙ୍କ ହାତରେ
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
ତା କବିତାରେ ଛାୟାବାଦର ଆଭାସ ମିଳେ
ଧ୍ୟାନର ଗଭୀରତା