Home Oriya Odia Dictionary

Download Oriya Odia Dictionary APP

Glutinous Oriya Odia Meaning

ଜାଉଆ, ନକେଇ, ପେଜୁଆ

Definition

ପାଇନ ନାମକ ଗଛରୁ ବାହାରୁଥିବା ଅଠା
ଏକ ପ୍ରକାରର ସୁଗନ୍ଧିତ ଅଠା ଯାହା ଜଳାଇବା ଏବଂ ଔଷଧ କାମରେ ଆସେ
ଯେଉଁଥିରେ ଲାଖିବା, ଲଖେଇବା ବା ଅଠାଳିଆ ଗୁଣ ଥାଏ

Example

ଦାରୁଗନ୍ଧା ମଣିଷର ଉପକାରରେ ଲାଗେ
ଔଷଧ ରୂପରେ ମଧ୍ୟ ଲୋବାନର ବ୍ୟବହାର ହୋଇଥାଏ
ଚାଉଳରେ ପାଣି ଅଧିକ ହୋଇଯିବାଯୋଗୁଁ ଭାତ ପେଜୁଆ ହୋଇଗଲା