Home Oriya Odia Dictionary

Download Oriya Odia Dictionary APP

Go Down Oriya Odia Meaning

ଅସ୍ତ ହେବା, ଡୁବିବା, ପଶିବା, ପଶିଯିବା, ବୁଡିବା

Definition

ପାଣି ବା ଅନ୍ୟ କୌଣସି ତରଳ ପଦାର୍ଥରେ ପୂରିଥିବା ଜିନିଷ
ସୂର୍ଯ୍ୟ, ଚନ୍ଦ୍ରଆଦି ଅସ୍ତ ହେବା
କୌଣସି ବିଷୟ କିମ୍ବା କାମ କରିବାରେ ମଗ୍ନ ହେବା
କୌଣସି ବସ୍ତୁ, କାମ ଇତ୍ୟାଦି ନଷ୍ଟ ହୋଇଯିବା

Example

ତୋଫାନ୍‌ କାରଣରୁ ଜାହାଜ ପାଣିରେ ବୁଡ଼ିଗଲା
ସୂର୍ଯ୍ୟ ପଶ୍ଚିମରେ ଅସ୍ତ ହୁଅନ୍ତି
ମୀରା କୃଷ୍ଣଙ୍କ ଭଜନରେ ତଲ୍ଲୀନ ହେଲେ
ତାର ପୂରା ଧନ୍ଦା ବୁଡ଼ିଗଲା