Home Oriya Odia Dictionary

Download Oriya Odia Dictionary APP

Grape Oriya Odia Meaning

ଅଙ୍ଗୁର, ଦ୍ରାକ୍ଷା

Definition

ଏକ ପ୍ରକାର ଲତା ଯେଉଁଥିରୁ ମିଠା, ରସଯୁକ୍ତ ଫଳ ମିଳେ
ଲତାରେ ଫଳୁଥିବା ଏକ ପ୍ରକାର ମିଠା ରସାଳ ଫଳ
ଶୁଖାଯାଇଥିବା ଛୋଟଦାନା ଅଙ୍ଗୁର
ଘାଆ ପୂରିବା ସମୟରେ କ୍ଷତ ଉପରେ ଦେଖାଯାଉଥିବା ଲାଲ ଅଂଶ

Example

ନାସିକରେ ବହୁତ ଅଙ୍ଗୁର କ୍ଷେତ ଅଛି
ଅଙ୍ଗୁରରୁ ମଦ ମଧ୍ୟ ବନାଯାଏ
ମାଳବିକା କିସମିସ ଓ କାଜୁ ଖାଉଛି
ସେ ଡେଟଲମିଶା ଉଷୁମ ପାଣିରେ ବକଳା ଛଡ଼ା ଘାଆକୁ ଧୋଇ ତା ଉପରେ ମଲମ ଲଗାଇଲେ