Home Oriya Odia Dictionary

Download Oriya Odia Dictionary APP

Grate Oriya Odia Meaning

କଟକଟ ହେବା, ଘଷିବା

Definition

ଇଟାଆଦିରେ ତିଆରି ହୋଇଥିବା ଏକ ପ୍ରକାର ବଡ଼ଚୁଲି ଯେଉଁଥିରେ ଖାଦ୍ୟ ପ୍ରସ୍ତୁତ ହୁଏ
ଯେଉଁ ବସ୍ତୁରେ ବହୁତ ଛୋଟ-ଛୋଟ କଣା ତିଆରି ହୋଇଥାଏ
ଅଟାଆଦି ଚଲାଇବାର ଏକ ଉପକରଣ
ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ

Example

କୈଳାସ ଚୁଲାରେ ମିଠାଇ ତିଆରି କରୁଛି
ଷ୍ଟୋଭର ଜାଲି ଭାଙ୍ଗି ଯାଇଛି
ସେ ଚାଲୁଣୀରେ ଅଟା ଚଲାଉଛି
ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି
ସୀତା ହାଲୱା ତିଆରି କରିବାପାଇଁ ଗାଜରକୁ ଘଷୁଥିଲା
ସେ ସବୁଦିନେ ମଦ ପିଇବାକୁ ଭାଟିକୁ ଯାଏ
ମହାତ୍ମାଜୀ ଚନ୍