Home Oriya Odia Dictionary

Download Oriya Odia Dictionary APP

Grateful Oriya Odia Meaning

କୃତକୃତ୍ୟ, କୃତଜ୍ଞ, କୃତାର୍ଥ

Definition

ନିଜପ୍ରତି ହୋଇଥିବା ଉପକାର ମାନିବାବାଲା
କାହାର କୃପା ବା ଉପକାରରେ ସନ୍ତୁଷ୍ଟ
ଯେ ନିଜ କାମ ହୋଇଗଲାପରେ ପ୍ରସନ୍ନ ଏବଂ ସନ୍ତୁଷ୍ଟ ହୁଏ

Example

ମୁଁ ଆପଣଙ୍କ ନିକଟରେ କୃତଜ୍ଞ କାରଣ ଆପଣ ମୋତେ ଜେଲ୍‌ ଯିବାରୁ ବଞ୍ଚେଇଦେଲେ
ଆପାଣ ଏହି ଚାକିରୀ ଦେଇ ମୋତେ କୃତଜ୍ଞ କରିଦେଲେ
ଭଗବାନଙ୍କ କୃପାରୁ ଏବେ ମୋ ଜୀବନ ଧନ୍ୟ ହୋଇଗଲା