Home Oriya Odia Dictionary

Download Oriya Odia Dictionary APP

Gratitude Oriya Odia Meaning

କୃତଜ୍ଞତା

Definition

କୌଣସି କାମ, ବିଷୟ ବା କଥାପାଇଁ ନିଆଯାଇଥିବା ଭାର
କୃତଜ୍ଞ ହେବାର ଅବସ୍ଥା ବା ଭାବ
କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା
ଚାରି ଚରଣଥିବା ଏକ ବର୍ଣ୍ଣବୃତ୍ତ

Example

ଏହି କାମ କରିବାପାଇଁ କିଏ ଦାୟିତ୍ୱ ନେବ?
ସଂକଟ ସମୟରେ ଯେ ଯେପରି ରାମକୁ ସାହାଯ୍ୟ କରିଥିଲେ ସେ ସମସ୍ତଙ୍କ ପ୍ରତି ସେହିପରି କୃତଜ୍ଞତା ପ୍ରକାଶ କଲେ
କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ
ଆଭାରର ପ୍ରତ୍ୟେକ ଚରଣରେ ଆଠଟି ତଗଣ ଥାଏ