Home Oriya Odia Dictionary

Download Oriya Odia Dictionary APP

Gray Oriya Odia Meaning

ପାଚିଲା

Definition

କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଯାହା ପାଚିଛି
ପୂଜରେ ଭରା
ମାଟି ରଙ୍ଗର
ଧୂଳିରେ ଲଗାହୋଇଥିବା ବା ଧୂଳିରେ ମିଶିଥିବା
ଧୂଳିରେ ଭରି ହୋଇଥିବା
ଯାହା ଧଳା ହୋଇଯାଇଛି

Example

ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ସେ ପାଚିଲା ଆମ୍ବ ଖାଉଛି
ପୂଜେଇଥିବା ବଥକୁ ପ୍ରତିଦିନ ସଫା କରିବା ଆବଶ୍ୟକ
ଡାକବାଲା,ପୋଲିସ ଆଦି କର୍ମଚାରୀଙ୍କ ପୋଷାକ ମାଟିଆ ରଙ୍ଗର
କୃଷକ ଧୂଳିଧୂସର ଧୋତି ପିନ୍ଧିଛି