Home Oriya Odia Dictionary

Download Oriya Odia Dictionary APP

Grazing Oriya Odia Meaning

ଗୋଚାରଣ, ପଶୁଚାରଣ

Definition

ପଶୁମାନଙ୍କ ଚରିବାପାଇଁ ଯେଉଁ ଜମି ଖାଲି ଛାଡ଼ି ଦିଆଯାଇଛି
ପଶୁଙ୍କୁ ଚରାଇବା କାର୍ଯ୍ୟ
ଚରେଇବାପାଇଁ ଦିଆଯାଉଥିବା ମଜୁରି
ପଶୁଙ୍କର ଚରୁଥିବା କ୍ରିୟା

Example

ସେ ଗୋଚରକୁ ଗାଈ ଚରାଇବାକୁ ଯାଇଛି
ମହେଶ ସାରାଦିନ ପଶୁଚାରଣ କରେ
ଶୋହନକୁ ପ୍ରତି ମାସ ଚରେଇବାମଜୁରି ହଜାରେ ଟଙ୍କା ଚରେଇବାମଜୁରି ମିଳେ
ପଶୁ ଗୋଚରରେ ଚାରଣ କରୁଛନ୍ତି