Home Oriya Odia Dictionary

Download Oriya Odia Dictionary APP

Greed Oriya Odia Meaning

ପ୍ରଲୋଭନ, ଲିପ୍ସା, ଲୋଭ, ଲୋଲୁପତା, ଳାଳସା

Definition

କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେ

Example

କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍‌ ନୁହେଁ / ଲୋଭ ଖରାପ ବିଷୟ
ପ୍ରଲୋଭନ ଦେଖାଇ ଶିଶୁଟିକୁ ସହଜରେ ଚୁପ୍ କରାଯାଇପାରେ