Home Oriya Odia Dictionary

Download Oriya Odia Dictionary APP

Greedy Oriya Odia Meaning

ଅର୍ଥଲୋଭୀ, ଟଙ୍କାଲୋଭୀ, ଧନଲୋଭୀ, ଧନଲୋଲୁପ, ଲାଳସୀ, ଲାଳାୟିତ

Definition

ଲାଳସା ବ ଇଚ୍ଛା କରୁଥିବା ଲୋକ
ଯାହାର ଲୋଭ ଅଛି ବା ଯେ ଲୋଭରେ ପୂର୍ଣ୍ଣ
ଯେ ଧନକୁ ବହୁତ ଲୋଭକରେ
ଯାହାର ଲାଳସା ଅଛି

Example

ସେ ନିଜ ଗୁରୁଙ୍କ ପାଦ ସେବା ନିମନ୍ତେ ଲାଳାୟିତ
ସେ ଜଣେ ଲୋଭୀ ବ୍ୟକ୍ତି
ରାମୁ ଜଣେ ଧନଲୋଭୀ ବ୍ୟକ୍ତି