Home Oriya Odia Dictionary

Download Oriya Odia Dictionary APP

Grinder Oriya Odia Meaning

ଚକି, ଚର୍ବଣ ଦାନ୍ତ, ଚର୍ବଣକ, ଦାଢ, ଯନ୍ତା

Definition

ମାଢ଼ିରେ ଥିବା ବଡ଼ ମୋଟା ଏବଂ ଚଉଡ଼ା ଦାନ୍ତ
ଶସ୍ୟ ପେଷିବା ବା ଦଳିବା ପାଇଁ ମାନବ ଚାଳିତ ଏକ ଯନ୍ତ୍ର ଯେଉଁଥିରେ ଦୁଇଟି ଗୋଲ ପଥରଖଣ୍ଡ ଲାଗେ
ଶସ୍ୟ, ଅନ୍ନ, ଦାନା, ଆଦି ପେଷିବାର ଯନ୍ତ୍ର ଯାହା ବିଜୁଳି, ମୋଟର ଆଦିରେ ଚାଲିଥାଏ
ଆଣ୍ଠୁର

Example

ଗୋଟିଏ ଚର୍ବଣ ଦାନ୍ତ ଭାଙ୍ଗିଯିବାରୁ ଖାଇବାରେ କଷ୍ଟ ହେଉଛି
ଆଜିବି କିଛି ଗ୍ରାମୀଣ ମହିଳା ଚକିରେ ଅଟା ପେଷନ୍ତି
ଏହି କଳର ଅଟା ମୋଟା ହୋଇଥାଏ
ତାଙ୍କ ବାଁ ଗୋଡ ଆଣ୍ଠୁଚକିରେ କିଛି ଅସୁବ