Home Oriya Odia Dictionary

Download Oriya Odia Dictionary APP

Grope For Oriya Odia Meaning

ଅଣ୍ଡାଳିବା, ଖୋଜିବା, ଦରାଣ୍ଡିବା

Definition

ଜାଣିବାପାଇଁ ଆଙ୍ଗୁଳିଦ୍ୱାରା ଛୁଇଁବା ବା ଦବାଇବା
କଥାବାର୍ତ୍ତା କରି ବା ଅନ୍ୟ କୌଣସି ପ୍ରକାରରେ ଅନ୍ଦାଜ ଲଗାଇବା
ଆଙ୍ଗୁଠିରେ ଛୁଇଁ ଉପଲବ୍‌ଧି କରୁଥିବା ପ୍ରକ୍ରିୟା

Example

ଶ୍ୟାମ ତା ବାପାଙ୍କ ପକେଟ୍‌ ଅଣ୍ଡାଳୁଛି
ଗୁପ୍ତଚର ଶତ୍ରୁପକ୍ଷର ଶକ୍ତିର କଳନା କରୁଛି