Home Oriya Odia Dictionary

Download Oriya Odia Dictionary APP

Grow Oriya Odia Meaning

ଉତ୍ପନ୍ନ ହେବା, ଉତ୍ପନ୍ନକରିବା, ଉତ୍ପାଦନକରିବା, ଉନ୍ନତ ହେବା, ଉପୁଜିବା, ଉପୁଜେଇବା, ଜାତ ହେବା, ପ୍ରସାରିତ ହେବା, ବିକଶିତ ହେବା, ସୃଷ୍ଟିହେବା

Definition

ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା
ନଦୀ, ପାଣିଆଦିର ସ୍ତର ଉଚ୍ଚା ହେବା ବା ବଢ଼ିବା
ବଢ଼ିବା କ୍ରିୟା
ବଢ଼ିବା ଓ ବଢ଼େଇବା କାର୍ଯ୍ୟ
ଉତ୍ପନ୍ନ କରିବା
ଗଣତି ବା ମାପରେ ଅଧିକ ହେବା
ବିସ୍ତାର ବା ପରିଣାମରୁ ଅଧିକ ହେବା

Example

ସେ ବ୍ୟବସାୟରେ ଦିନକୁଦିନ ଉନ୍ନତି କରୁଛି
ବର୍ଷାଋତୁରେ ନଦୀନାଳରେ ପାଣି ବଢ଼ିଯାଏ
ନଈ ପାରିହୋଇ ଆମ୍ଭେମାନେ ପାହାଡ଼ ଆଡ଼କୁ ଚାଲିଲୁ
କୃଷକ ଜମିରେ ଫସଲ ଉପୁଜାଏ
ଦୁଇ ଜଣଙ୍କ ପାଇଁ ଭୋଜନ ଅଧିକ ହୋଇଗଲା
ଠିକ୍ ଭାବେ ଦେଖାଶୁଣା କଲେ ଛୋ