Home Oriya Odia Dictionary

Download Oriya Odia Dictionary APP

Growl Oriya Odia Meaning

ଗର୍ଜ୍ଜିବା

Definition

ଗର୍ଜନ କରିବା କ୍ରିୟାରୁ ଉତ୍ପନ୍ନ ଶବ୍ଦ
କ୍ରୋଧ ବା ଅଭିମାନ କାରଣରୁ ଭାରୀ ବା କର୍କଶ ଗଳାରେ କହିବା
ବେଙ୍ଗର ଶବ୍ଦକରିବା
ଜୋରରେ ଭଡ଼ଭଡ଼ ବା ବକବକ ହେବା

Example

ବିରାଡିର ଗର୍ଜନ ଶୁଣି ମୋ ନିଦ ଭାଙ୍ଗିଗଲା
ପିଲାଟି ଛୁଇଁବା ମାତ୍ରେହିଁ ବିଲେଇଟି ଗର୍ଜ୍ଜିଲା
ମାଲିକ ଚାକରର କଥା ଶୁଣି ଗର୍ଜନ କଲା
କୂଅରେ ବେଙ୍ଗ କେଁ କଟର କରୁଛି
କେତେବେଳ ଯାଏଁ ବକବକ ହେଉଥିବ,ଏବେ ସେତିକିରେ ବନ୍ଦ କର
ତାକୁ ସି