Home Oriya Odia Dictionary

Download Oriya Odia Dictionary APP

Grumble Oriya Odia Meaning

ଗର୍ଜ୍ଜିବା, ଗୁଣୁଗୁଣୁ ହେବା, ଘଡଘଡି ମାରିବା

Definition

କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
ପଛଆଡ଼େ କରାଯାଉଥିବା ବଦନାମ ବା ନିନ୍ଦା
ଗୁଣୁଗୁଣୁ ଶବ୍ଦ କରିବା
ମନକୁମନ ଦୁଃଖରେ ଓ ଅସ୍ପଷ୍ଟ ଭାବେ କିଛି କହିବା

Example

ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି / ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
କାହାରି ଚୁଗୁଲି କରନାହିଁ
ଏଠାରେ କୀଟମାନେ ଗୁଣୁଗୁଣୁ ହେଉଛନ୍ତି
କାମ କରିବାକୁ କହିବା ମାତ୍ରେ ସେ ଗୁଣୁଗୁଣୁ ହେଲା